Home Uncategorized ଜୀବନ ଜୀବିକା ମିଶନ ଅର୍ଥ ଆତ୍ମସାତ

ଜୀବନ ଜୀବିକା ମିଶନ ଅର୍ଥ ଆତ୍ମସାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ଚାଷିଙ୍କ ଟଙ୍କା ଆତ୍ମସାତ କରିବା ନେଇ ଚାଷୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଝାରତରଭା ପଞ୍ଚାୟତ ଚାକ୍ଷୀ ମାନଙ୍କୁ ଜୀବନ ଜୀବିକା ମିଶନ ମାଧମରେ ମଞ୍ଜି ପ୍ରଦାନ କରାଯାଇଥିଲା । ତେବେ ଚାଷୀ ମାନେ ଉଦ୍ୟାନ କରି ସାରିବା ପରେ ମଧ୍ୟ ସେମାନଙ୍କୁ ଟଙ୍କା । ପ୍ରଦାନ କରାଯାଇନାହିଁ । ଏପରିକି ଶହ ଶହ ଲୋକ ଉଦ୍ୟାନ ନକରି ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟ ବିଲ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଜି ବିଜେପି ନେତା ବଳଦେବ ବେଦବାକଙ୍କ ନେତୃନ୍ଦ୍ରରେ ଝାରତରଭା ପଞ୍ଚାୟତ ର ମକରଧ୍ବଜ ନାଗ, ଜିତେନ୍ଦ୍ର ନାର, ଦଧୁ ପ୍ରଧାନ, ଶିବ କର୍ମୀ ସମେତ ବହୁ ଚାଷୀ ଯୋଗ ଦେଇଥିଲେ ।

related posts

Leave a Comment