Home Breaking News / ତାଜା ଖବର ବଢୁଛି କରୋନା ପଜିଟିଭ ସଂଖ୍ୟା: କନ୍ଧମାଳ ଜିଲ୍ଲାର ୧୪ଟି ସ୍ଥାନରେ ମାଇକ୍ରୋ କଣ୍ଟେନେମେଣ୍ଟ ଘୋଷିତ

ବଢୁଛି କରୋନା ପଜିଟିଭ ସଂଖ୍ୟା: କନ୍ଧମାଳ ଜିଲ୍ଲାର ୧୪ଟି ସ୍ଥାନରେ ମାଇକ୍ରୋ କଣ୍ଟେନେମେଣ୍ଟ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-(ସୁନୀଲ ପଟନାୟକ) କରୋନାର ଦ୍ଵିତୀୟ ଲହର କନ୍ଧମାଳ ଜିଲ୍ଲାକୁ ପୁଣି ଥରେ କବଜା କରୁଥିବା ଦେଖିବାକୁ ମିଳିଛି। କରୋନା ପଜିଟିଭ ସଂଖ୍ୟା ୫୦ ପାଖାପାଖି ପହଞ୍ଚିଲାଣି । ଫଳରେ ପ୍ରଶାସନ ପକ୍ଷରୁ ଜିଲ୍ଲା ପାଳ ୧୪ଟି ସ୍ନାନରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ।
କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହରର କଣ୍ଟ୍ରାକ୍ଟରପଡ଼ାର ୱ।ର୍ଡ ନଂ.୫ ଓ କଣ୍ଟ୍ରାକ୍ଟରପଡ଼ାୱ।ର୍ଡ ନଂ-୪,,ଫିରିଙ୍ଗିଆ ବ୍ଲକର ରତଙ୍ଗ ପଞ୍ଚାୟତର ପୋଡ଼ାପଡ଼ା,ଫୁଲବାଣୀ ସହରର ଡିଆରଡିଏ ଛକ- ୱ।ର୍ଡ ନଂ୬, ଫୁଲବାଣୀ ସହର ର ପୁରୁଣା ପୋଲିସ କଲେ । ନୀ ୱ।ର୍ଡ ନଂ-୫। ଟିକାବାଲି ବ୍ଲକର ବରପଦା ସାହି, ତୁମୁଡିବନ୍ଧ ବ୍ଲକ ର ସୁନାଙ୍ଗାର ଶିମିଳି ସାହି, ଚକାପାଦ ବ୍କକ୍ର ପସରା ପଞ୍ଚାୟତର ଗୋଟା ସୁଗ।, ଓ ପାଜି ଗୁଡ଼ା,
ବ୍ରାହ୍ମଣପାଦର ମେଡିକାଲ କଲେ । ନୀ, କୁ ସୁମେଣ୍ଡି ପଞ୍ଚାୟତର ଲାଲନ ପଡ଼ା ଛକ, ରାଇକିଆ ବ୍ଳକର ମାଣିକେଶ୍ଵର ପଞ୍ଚାୟତର ଗୁନ୍ଧାଣୀ, ଦାରିଙ୍ଗବ । ଡି ବ୍ଳକର ଶ୍ରା ନିକେତ।.ଓ ଦାରିଙ୍ଗବାଡି। ପଞ୍ଚ।ୟତର ପରମପାଙ୍ଗା ଅଞ୍ଚଳକୁ ମାଇକ୍ରୋ କଣ୍ଚେନମେଣ୍ଟ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

related posts

Leave a Comment