Home Breaking News ଉଦଘାଟିତ ହେଲା ଗୁରୁକୂଳ ଇଣ୍ଟରନାସନାଲ ପବ୍ଲିକ୍ ସ୍କୁଲ

ଉଦଘାଟିତ ହେଲା ଗୁରୁକୂଳ ଇଣ୍ଟରନାସନାଲ ପବ୍ଲିକ୍ ସ୍କୁଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜି. ଉଦୟଗିରି: ଜି. ଉଦୟଗିରି ସୁବାଷ ନଗର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସମ୍ମୁଖ ରେ ଆଜି ଉଦଘାଟିତ ହୋଇଛି ଗୁରୁକୂଳ ଇଣ୍ଟରନାସନାଲ ପବ୍ଲିକ୍ ସ୍କୁଲ।
ଶିକ୍ଷାନୁଷ୍ଠାନ ଚେୟାରମ୍ୟାନ ଅରୁଣ କୁମାର ଷଡଗିଂ କଂ ସଭାପତିତ୍ୱରେ ଆୟୋଜିତ ଏହି ଉସ୍ଛବରେ ବ୍ରହ୍ମପୁର ଗୁରୁକୂଳ ଇଣ୍ଟରନାସନାଲ ପବ୍ଲିକ୍ ସ୍କୁଲ ଚେୟାରମ୍ୟାନ ପ୍ରଶାନ୍ତ ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରତିଯୋଗିତା ପୂନ୍ନ ସମାଜରେ ଛାତ୍ରଛାତ୍ରୀ ମାନେ କିଭଳି ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ସହିତ ଆଧୁନିକ ଶିକ୍ଷା ରେ ଦେଶ ବିଦେଶରେ କିଭଳି ଗୌରବାନ୍ୱିତ
ହୋଇପାରିବେ ସେ ସଂପର୍କ ରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ଭିତରେ ବ୍ରହ୍ମପୁର ଗୁରୁକୂଳ ଇଣ୍ଟରନାସନାଲ ପବ୍ଲିକ୍ ସ୍କୁଲ ସେକ୍ରେଟାରୀ ଅନୀତା କୁମାରୀ ପାଢ଼ୀ ସମ୍ମାନୀତ
ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ଯକ୍ଷା ସ୍ନେହଲତା ସାହୁ
ସ୍ୱାଗତ ଭାଷଣ ଦେଇଥିବା ବେଳେ ଉସ୍ଛବରେ ବହୁ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ।

related posts

Leave a Comment