Share with
ବୁଗୁଡା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧିନସ୍ଥ ପିପୁଲସ କଲେଜ ପକ୍ଷରୁ valinter blood donate camb ଅନୁଷ୍ଠିତ ହୋଇଯାଇଛି l ପିପୁଲସ କଲେଜ ଅଧକ୍ଷ ରଜନୀକାନ୍ତ ଦାସଙ୍କ ଅନୁମତି କ୍ରମେ youth red cross ଭାଲିଂଟର ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ଦ୍ୱାରା 83 ୟୁନିଟ ରକ୍ତ ସାଗୃହିତ ହୋଇଥିବା ବେଳେ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, ବିନୋଦ କର,ଅଧ୍ୟାପିକା ଅନିତା ଦେବି, ରଶ୍ମିତା ନାୟକ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ହେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକ ମାନେ ଉପସ୍ଥିତ ଥିଲେ ଲ