Home Breaking News କନ୍ଧମାଳ ଜିଲ୍ଲାରେ ୧୦ କରୋନା ପଜିଟିଭ ଚିହ୍ନଟ: ମୋଟ ପଜିଟିଭ ସଂଖ୍ୟା ୪୩

କନ୍ଧମାଳ ଜିଲ୍ଲାରେ ୧୦ କରୋନା ପଜିଟିଭ ଚିହ୍ନଟ: ମୋଟ ପଜିଟିଭ ସଂଖ୍ୟା ୪୩

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାକ ଜିଲ୍ଲାରେ ରବିବାର ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୧୦ଜଣ ପଜିଟିଭ କୁ ମିଶାଇ ଏ ଯାଏ ୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ଫଳରେ ପ୍ରଶାସନର ଚିନ୍ତା ବଢିଯାଇଛି । ଆଜି ଫୁଲ ବାଣୀ ସହ ରରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଟିକା ବାଲିରୁ ଜଣେ, ଚକାପାଦରୁ ୩ ଜଣ, ବାଲିଗୁଡ଼ାରୁ ଜଣେ ସିଆରପିଏଫ ଜବାନ କରେ। ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ରାଇକିଆରୁ ୨ ଜଣ ତୁମୁଡିବନ୍ଧ ଅଞ୍ଚଳରୁ ଜଣେ କରେ । ନା ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ବର୍ତ୍ତମାନ ସୁଧା ଦ୍ୱିତୀୟ ପ୍ରର୍ଯ୍ୟାୟରେ ମୋଟ ୪୩ ଜଣ କରୋନାପଜିଟିଭ ଚିହ୍ନଟ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି ।
କରେ । ନା ପୁଣି କାୟା ବିସ୍ତାର କରି ଚାଲିଥିବାରୁ ପ୍ରଶାସନ ପକ୍ଷରୁ ମାସ୍କଚେକିଙ୍ଗ ଓ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଉଛି। ଏଥି ସହ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ହାତ ବ।ର ମ୍ଵାର ଧୋଇ ସଫା ରଖିବା ନେଇ ସଚେତନ ମଧ୍ଯ କରୁଛି ପ୍ରଶାସନ ଓ ପୋଲିସ।

related posts

Leave a Comment