Home Breaking News / ତାଜା ଖବର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଆଜି ୪ର୍ଥ ପର୍ଯ୍ୟାୟ ମତଦାନ ଜାରି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଆଜି ୪ର୍ଥ ପର୍ଯ୍ୟାୟ ମତଦାନ ଜାରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟରେ ଆଜି ମତଦାନ ଆରମ୍ଭ ହୋଇଯାଇଛି । ରାଜ୍ୟର ୪୪ଟି ଆସନରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଏହି ପର୍ଯ୍ୟାୟରେ କୁଚବିହାର, ଆଲିପୁରଦ୍ୱାର ଜିଲ୍ଲା, ଦକ୍ଷିଣ ୨୪ ପ୍ରଗଣା, ହାୱଡା ଓ ହୁଗୁଳୀରେ ମତଦାନ ହେଉଛି । ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଓ ପଶ୍ଚିମବଂଗର ଅନ୍ୟତମ ଟାଣୁଆ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତଥା ଅରୂପ ବିଶ୍ୱାସଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ ।
ଚତୁର୍ଥ ପର୍ଯ୍ୟାୟର ମତଦାନରେ ମୋଟ ୩୭୩ ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆକୁ ଓହ୍ଲାଇଛନ୍ତି । ଏମାନଙ୍କୁ ୧ କୋଟି ୧୫ ଲକ୍ଷ ୮୧ ହଜାର ୨୨ ଜଣ ମତଦାତା ଭୋଟ ବେବେ ।

related posts

Leave a Comment