Home Breaking News / ତାଜା ଖବର ମହାନଦୀ ବଞ୍ଚାଓ ଅଭିଯାନ

ମହାନଦୀ ବଞ୍ଚାଓ ଅଭିଯାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଠଗଡ(ସୌମ୍ୟ ରଞ୍ଜନ ରଥ): କଂଗ୍ରେସ ପକ୍ଷରୁ ମହାନଦୀ ମଝିରେ ପାଣି ଭିତରେ ପଶି ମହାନଦୀ ବଞ୍ଚାଅ ଆନ୍ଦୋଳନ କରାଯାଇଛି। ଆଠଗଡ କଖଡି ଠାରେ କଂଗ୍ରେସ କର୍ମୀ ମାନେ ମହାନଦୀ ଟ୍ରିବୁନାଲର ଅନ୍ତରିଣ ଆଦେଶ,କଲମା ବ୍ୟାରେଜ଼ ର ଗେଟ ଖୋଲି ମହାନଦୀ କୁ 1.74 ଏକର ଫୁଟ ପାଣି ଛାଡ l ତଳ ମୁଣ୍ଡରେ ମହାନଦୀ ରେ ଜଳ ସଂରକ୍ଷଣ ମହାନଦୀ କୁ ପ୍ରଦୂଷଣ ଓ ଜବରଦଖଲ ରୁ ମୁକ୍ତ କର ଭଳି ୫ଦଫା ଦାବି ନେଇ ମହାନଦୀ ପାଣିରେ ପଶି ଜଳ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି । ଏହା ସକାଳ 9:30 ଠାରୁ ଆରମ୍ଭ ହୋଇ ଦିନ 11:30 ଟା ପର୍ଯ୍ୟନ୍ତ ଏହା ଚାଲିଥିଲା

related posts

Leave a Comment