Home Breaking News / ତାଜା ଖବର ସୌରିୟ ଦିବସ ଉପଲକ୍ଷେ ସହିଦଙ୍କୁ ସମ୍ମାନ

ସୌରିୟ ଦିବସ ଉପଲକ୍ଷେ ସହିଦଙ୍କୁ ସମ୍ମାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଗାଙ୍ଗପୁର(ଅଟଳ ବିହାରୀ ପଣ୍ଡା): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଆସନ୍ତା 9( ନ) ତାରିଖରେ ପାଳିତ ହେବାକୁ ଯାଉଥିବା ସୌରିୟ ଦିବସ ଉପଲକ୍ଷେ ରାଉରକେଲାରେ ଥିବା crpf 19 ବାଟାଲିୟନର ଚିପି ମେଡିକାଲ ଅଫିସର ଡାକ୍ତର ଅଶ୍ୱିନୀ କୁମାର ରାଜଗାଙ୍ଗପୁରରେ ପହଞ୍ଚି ରାଷ୍ଟ୍ରିୟ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ରାଜଗାଙ୍ଗପୁର ସହରର ଗର୍ବ ଓ ଗୌରବ ସହିଦ ପ୍ରଦୀପ କୁମାର ପଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟା ଅର୍ପଣ କରି ଶହୀଦଙ୍କ ବୀରତ୍ବର ଗାଥା ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ crpf 19 ବାଟାଲିୟନର ଦୟାନିଧି ରାଉତଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ନନ୍ଦ , ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟ କୁ ସଫଳ କରିଥିଲେ|

related posts

Leave a Comment