Home Breaking News / ତାଜା ଖବର ସୋଲାର ପ୍ରକଳ୍ପ ଅଚଳ: କରୋନା ମହାମାରୀ ଭିତରେ ଗ୍ରୀଷ୍ମର ପ୍ରାଦୁର୍ଭାବ ଲୋକଙ୍କୁ ହନ୍ତସନ୍ତ କରିଲାଣି

ସୋଲାର ପ୍ରକଳ୍ପ ଅଚଳ: କରୋନା ମହାମାରୀ ଭିତରେ ଗ୍ରୀଷ୍ମର ପ୍ରାଦୁର୍ଭାବ ଲୋକଙ୍କୁ ହନ୍ତସନ୍ତ କରିଲାଣି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋମନା(ମିଥୁନ ସାଗର): ନୂଆପଡା ଜିଲ୍ଲା କୋମନା ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମରେ କିଛି ବର୍ଷ ପୂର୍ବରୁ ବିଶୁଦ୍ଧ ପାନୀୟ ଜଳ ସକାଶେ ତିଆରି ହୋଇଥିବା ସୋଲାର ପ୍ରକଳ୍ପ ବର୍ତ୍ତମାନ 6 ମାସ ହେବ ଅଚଳ ହୋଇ ପଡିଛି,ଗ୍ରାମରେ ଅନେକ ନଳ କୂପ ଅଚଳ ହୋଇଥିବା ବେଳେ ଏକ ମାତ୍ର ବିଶୁଦ୍ଧ ପାନୀୟ ଜଳ ପାଇଁ ହୋଇଥିବା ବ୍ୟବସ୍ଥା ମଧ୍ୟ ଅଚଳ ହୋଇ ପଡିଥିବାରୁ ଗ୍ରାମର 50 ଟୀ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ପିଇବା ପାଣି ପାଇଁ ସେମାନେ ପୋଖରୀ,ନାଲ ଉପରେ ଭରସା କରୁଛନ୍ତି, ସରପଞ୍ଚ ତଥା ଜଳ ପରିମଳ ବିଭାଗ କୁ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳିନାହିଁ ବୋଲି ସାଧାରଣ ରେ ଅଭିଯୋଗ ଆସୁଛି l

related posts

Leave a Comment