Home Breaking News / ତାଜା ଖବର ବାଟଗାଁ ବିରାଶାଳ ରାସ୍ତାର ଶିଳାନ୍ୟାସ: ପଦ୍ମପୋଖରୀ ବେଳବସନ୍ତ ସେତୁ ଉଦଘାଟନ

ବାଟଗାଁ ବିରାଶାଳ ରାସ୍ତାର ଶିଳାନ୍ୟାସ: ପଦ୍ମପୋଖରୀ ବେଳବସନ୍ତ ସେତୁ ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ନବକିଶୋର ସାହୁ): ଆଜି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ବାଟଗାଁ ବିରାଶାଳ ଠାରୁ ଅଟା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ତରଫରୁ ୧୪.୦୯ କିମି ରାସ୍ତାର ଶିଳାନ୍ୟାସ ଅନୁଷ୍ଠିତ ହେଲା ।ଆଜି ଏହାକୁ ଶିଳାନ୍ୟାସ କରିଥିଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ଅନ୍ୟତମ ଅତିଥି ଭାବରେ ପରଜଙ୍ଗ ବିଧାୟକ ନୃସିଂହ ସାହୁ,ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦିଗମ୍ବର ବିଶ୍ୱାଳ ,ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ଵାଳ,ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଏହି ରାସ୍ତା ଢେ଼ଙ୍କାନାଳ ଜିଲ୍ଲା ସୀମାରୁ ଯାଜପୁର ଜିଲ୍ଲା ସୀମାକୁ ସଂଯୋଗୀକରଣ କରିବ ।ସେହିପରି ପରଜଙ୍ଗ ବ୍ଲକ ପଦ୍ମପୋଖରୀ ରୁ ବେଲବସନ୍ତ ଗାଁ ନିକଟରେ ଥିବା ସେତୁ ଉଦଘାଟନ କରିଥିଲେ ବିଧାୟକ ନୃସିଂହ ସାହୁ ।

related posts

Leave a Comment