Home Breaking News / ତାଜା ଖବର ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଲ୍ କଲା ସିଏମସି

ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଲ୍ କଲା ସିଏମସି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ ଅରୁଣୋଦୟ ମାର୍କେଟରେ ଥିବା ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଲ୍ କଲା ସିଏମସି। କୋଭିଡ କଟକଣା ଉଲଂଘନ ଯୋଗୁଁ ସିଲ୍ କଲା ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ। କୋଚିଂ ସେଣ୍ଟରରେ କ୍ଲାସ ଚାଲୁଥିବା ବେଳେ ଏକା ସାଙ୍ଗରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ବିନା ସାମାଜିକ ଦୂରତାରେ ବସିଥିୂବାରୁ ଚଢାଉ କରି ସିଲ୍ କରିଛି ସ୍କ୍ବାର୍ଡ। ଏହା ସହ ଅରୁଣୋଦୟ ମାର୍କେଟରେ ଥିବା ଅନ୍ୟ ବିଭିନ୍ନ କାର୍ଯ୍ୟାଳୟ ଏବଂ କୋଚିଂ ସେଣ୍ଟର ବୁଲି ମାସ୍କ ଏବଂ ସାମାଜିକ ଦୂରତା ଯାଞ୍ଚ କରିଛି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ।

related posts

Leave a Comment