Home Breaking News / ତାଜା ଖବର କରୋନା କାରଣରୁ ଆଇସିସି ଟି ୨୦ ବିଶ୍ବକପ ଉପରେ ସଂକଟର ବାଦଲ

କରୋନା କାରଣରୁ ଆଇସିସି ଟି ୨୦ ବିଶ୍ବକପ ଉପରେ ସଂକଟର ବାଦଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅନ୍ତରୀଣ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋଫ୍ ଅଲାର୍ଡିସ କହିଛନ୍ତି, ତାଙ୍କ ପାଖରେ ଚଳିତ ବର୍ଷ ଶେଷରେ ଭାରତରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଲାଗି ବ୍ୟାକ୍‌ଅପ୍ ପ୍ଲାନ ଅଛି । କିନ୍ତୁ ଏବେ ଦେଶରେ କୋଭିଡ-୧୯ ସଂକ୍ରମଣ ବଢୁଥିବାରୁ ଏହାକୁ ପରିବର୍ତ୍ତନ କରାଯିବା ନେଇ ଚିନ୍ତା କରାଯାଇନାହିଁ । ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ଅକ୍ଟୋବର-ନଭେମ୍ବର ମାସରେ କରାଯିବ । କିନ୍ତୁ କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ଚାଲିଛି । କୋଭିଡ-୧୯ ବଢ଼ିଥିବା ବେଳେ ଇଣ୍ଡିଆନ୍ ପ୍ରିମିୟର ଲିଗ ଦର୍ଶକଙ୍କ ଅନୁପସ୍ଥିତିରେ ଶୁକ୍ରବାର ଚେନ୍ନାଇରେ ଆରମ୍ଭ ହେବ ।

related posts

Leave a Comment