Home Breaking News / ତାଜା ଖବର କରୋନାର ଦ୍ୱିତୀୟ ଲହରକୁ ରୋକ ଲଗାଇବା ପାଇଁ ସହରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ସାମାଜିକ ଦୂରତା ଓ ହେଲମେଟ ଚେକିଙ୍ଗ ଯୋରଦାର

କରୋନାର ଦ୍ୱିତୀୟ ଲହରକୁ ରୋକ ଲଗାଇବା ପାଇଁ ସହରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମାସ୍କ ସାମାଜିକ ଦୂରତା ଓ ହେଲମେଟ ଚେକିଙ୍ଗ ଯୋରଦାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କିଛି ମାସ ଧରି ନିରବ ରହିଥିବା କନ୍ଧମାଳ ପୋଲିସ ଓ ପ୍ରଶାସନଏବେ ବେଶ ସକ୍ରିୟ ହୋଇ ଉଠିଛି। କରୋନାର ଦ୍ଵିତୀୟ ଲହର.ପୁଣି ଲମ୍ବା ଡିଆଁମାରି ମାଡିଆସୁଥିବାରୁ ତାକୁ ରୋକିବା ଲାଗି ଜିଲାପୌଲିସ ଓ ପ୍ରଶାସନକୁ ମାସ୍କ ପିନ୍ଧିବା, ସାମାଜିକ ଦୁରତାବଜାୟ ରଖିବା, ଅଜଥା ଗହଳି କରୁଥିବା ନେଇ ଶକ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାଲାଗି ଅଣ୍ଟାଭିଡିଛି ତେବେ କରେ ନା ସଂକ୍ରମଣ ବୃଦ୍ଧିକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ପୋଲିସ ଡିଜିଙ୍କୁ ୧୦ଦିନ ଧରି ଲଗାତର ଭାବେ ରାଜ୍ୟର ସବୁ ଅଞ୍ଚଳରେ ମାସ୍କ ଓ ସାମାଜିକ ଦୂରତା ନେଇ ଚେକିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଜିଲ୍ଲାବ୍ୟାପି ସବୁ ଠି ପୋଲିସ ଆହୁରି ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ସେହିପରି ବିଭିନ୍ନ ଅନୁଷ୍ଠାନପକ୍ଷରୁ ମଧ୍ୟ କରେ। ନା ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି ।

ଫୁଲବାଣି ସହରରେ ଗୁରୁବାର ସଦର ପୋଲିସ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଓ ତହସିଲ ଦାର ସହରର ବିଭିନ୍ନ ସ୍ଥାନରେ ମାସ୍କଚେକିଙ୍ଗ କରି ଅମାନିଆ ଙ୍କ ଠାରୁ କିଛି ଜରିମାନ । ଆଦାୟ କରିଥିବାବେଳେ ଲୋକଙ୍କୁ ସଚେତନ ମଧ୍ୟ କରୁଥିବା ଦେଖ|ଯ।ଇଥିଲା। ସେହିପରି ଏବେ ଲଗାତାର ୧୦ ଦିନ ଯାଏ ସ୍ପେଷାଲ ଡ୍ରାଇଭ କରି ମାସ୍କ ନପିନ୍ଧି ବୁଲୁଥିବା ଅମାନିଆ ସାବାଡ଼ କରି ବାକୁ ପୋଲିସ ଲକ୍ଷ୍ୟ ରଖିଛି । ସେହିପରି ଦୋକାନ ମାନଙ୍କରେ ସାମାଜିକ ଦୂରତା ମଧ୍ୟ ନରଖି ଖୁଲମଖୁଲା ବ୍ୟବସାୟ ଚଳାଇଥିବା ବ୍ୟବସାୟୀମାନଙ୍କୁ ମଧ୍ୟ ତାଗିଦ କରିଥିଲେ ଫୁଲ ବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ଓ ତହସିଲ ଦାର । ସରକାରଙ୍କ
କୋଭିଡ଼ ୧୯ଗାଇଡ଼ଲାଇନ ମାନୁନଥିବା ବ୍ୟବସାୟୀକ ପ୍ରତିଷ୍ଠାନ, କୋଚିଙ୍ଗ ସେଣ୍ଟେର, ସ୍କୁଲ କଲେଜ, ଉପରେ ଚଢ଼ାଉ କରିଥିଲେ । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ। ଫୁଲ ବାଣୀ ସହର ସମେତ ଜିଲ୍ଲାରେ ବର୍ତ୍ତମାନ ୧୯ଜଣ କରେ ନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଏଯାଏ ୫ହଜାର ୯୭୯ଜଣ କରେ । ନା ପଜିଟିଭ ଚିହ୍ନଟ ହେଇଥିବାବେଳେ ୩୩ ଜଣ କରେ । ନାରେ ମୃତ୍ୟୁବରଣ କରିଛନ୍ତି ।

related posts

Leave a Comment