Home Breaking News / ତାଜା ଖବର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତର ଶ୍ରୀରଙ୍ଗରାଜପୁର ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବୁଧବାର ରାତ୍ର ପ୍ରାୟ 12ଟା ରେ ହୋଇଛି ବୋମାମାଡ଼। ଉକ୍ତ ଗ୍ରାମର ଜଣେ ଦୁର୍ବୁର୍ତ୍ତ ସେହି ଗ୍ରାମର ପି.ତ୍ରିଲୋଚନ ପାତ୍ର ଙ୍କୁ ଧମକଚମକ ଦେଉଥିଲା। ରାତି 12 ଟା ବେଳେ ପି.ତ୍ରିଲୋଚନ ଓ ତାଙ୍କ ପତ୍ନୀ ଘରେ ଥିବା ବେଳେ ଦୁର୍ବୁର୍ତ୍ତ ଜଣଙ୍କ ଘର ଉପରକୁ ବୋମା ପକାଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲା। ଘର ବାହାରକୁ ଆସି ଦେଖିଲେ ବେଳକୁ ତାଙ୍କ ସିଡ଼ି, ଘର ଦାଣ୍ଡରେ ବୋମାର ଟୁକୁଡ଼ା ପଡିଥିଲା। ଏ ନେଇ ଅଭିଯୋଗ ଦେବା ପରେ ଘଟଣା ସ୍ଥଳରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି।

related posts

Leave a Comment