Home Breaking News / ତାଜା ଖବର ଫିରିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣା: ୨ ଗୁରୁତର

ଫିରିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣା: ୨ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ) ଗୁରୁବାର ସକାଳୁ ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିମ ହ୍ୟୁମାନିଟିର ସଦସ୍ୟମାନେ ପହଞ୍ଚି ଭଦ୍ଧାର କରିବା ସହ ଚିକିତ୍ସା ପାଇଁ ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ ପରେ ଅବସ୍ଥା ଗୁରୁତର ହେବା ଫଳରେ ଫୁଲ ବାଣୀସଦରମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଫିରିଙ୍ଗିଆ ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରିବା ସହ ମାମଲା ରୁଜ୍ଜ କରି ଘଟଣାର ତଦନ୍ତ କରୁଛି ।

related posts

Leave a Comment