Home Breaking News / ତାଜା ଖବର ଦିଲ୍ଲୀ ଏମ୍ସରେ ଆଜି କରୋନା ଟିକାର ୨ୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦିଲ୍ଲୀ ଏମ୍ସରେ ଆଜି କରୋନା ଟିକାର ୨ୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ଟିକାର ୨ୟ ଡୋଜ୍ ନେଇଛନ୍ତି । ଦିଲ୍ଲୀ ସ୍ଥିତ ଏମ୍ସରେ ସେ କୋଭିଡ-୧୯ ଟିକା ନେଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗତ ମାର୍ଚ୍ଚ ୧ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । ମୋଦୀ ମାର୍ଚ୍ଚ ୧ ତାରିଖରେ କୋଭାସ୍କିନ ଟିକା ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ଏମ୍ସ ପରିସରରେ ଆଜି ପୂର୍ବାହ୍ନରେ ପୁଡୁଚେରୀର ନର୍ସ ପି. ନିବେଦା ଓ ପଂଜାବର ନର୍ସ ନିଶା ଶର୍ମା କୋଭିଡ ଟିକା ଦେଇଥିଲେ ।

related posts

Leave a Comment