Home Breaking News ଟ୍ରକ୍ ଗାଡି ଓଲଟି ଜଣେ ମୃତ ଓ ଜଣେ ଗୁରୁତର

ଟ୍ରକ୍ ଗାଡି ଓଲଟି ଜଣେ ମୃତ ଓ ଜଣେ ଗୁରୁତର

by Times One Odia
Share with
     
 
 
   

ଗାଙ୍ଗପୁର(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ପେଟ୍ରୋଲ ପମ୍ପ ନିକଟରେ ଅ।ଜି ସକାଳେ ଏକ ଦୁର୍ଘଟଣା ଘଟିଯାଇଛି । ଯାହାକି ଏହି ଦୁର୍ଘଟଣା ରେ ସୁରମଣି ଗାଁର ଦଣ୍ଡପାଣି ନାୟକ ନାମକ ଜଣେ 55ବର୍ଷିୟ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଝିଅ ମଧ୍ୟ ଅ।ହାତ ହୋଇଛି । ତେବେ ଟ୍ରକଟି ଭାରସମ୍ୟ ହରାଇ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ହିଁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗାଙ୍ଗପୁର ପୋଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

related posts

Leave a Comment