Share with
ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ ର ତିନିକୋଣିଆ ଛକରେ ଆଜି ବିଷମକଟକ ପୋଲିଷ,ଯେଉଁ ମାନେ ବିନା ମାସ୍ ରେ driving କରୁଛନ୍ତି ପ୍ରତ୍ୟକ ,ଓଟ,ବୋଲେର,ଓ ଟ୍ରକ ଚାଳକ ମାନକୁ°ଅଟକେଇ ମାସ୍ ବ୍ୟବହାର କରିବା ପାଇଁ ସତର୍କ ସୂଚନା ଦେଉଛନ୍ତି ତାହା ସହିତ ଯେଉଁ ଵାଇକ ଚାଳକ ପାଖରେ ହେଲମେଟ ନାହି ମାସ ନାହି ସେହିମାନକୁ° ଅଟକେଇ ହେଲମେଟ ଆଉ ମାସ୍ ବ୍ୟବହାର କରିବା ପାଇ ସତର୍କ ସୁଚନା ଦେଉଛନ୍ତି ଏଠାରେ ବିଷମକଟକ ଥାନା ର ସବଇନ୍ସ୍ପେକଟ ଉପସ୍ଥିତ ରହି ବାରମ୍ବାର ଲୋକ କୁ ବୁଝାଉଥିଲେ