Home Breaking News / ତାଜା ଖବର ବିଦ୍ୟୁତ୍ ଦେୟ ଦର ବୃଦ୍ଧିକୁ ନେଇ କଂଗ୍ରେସ ତରଫରୁ ମୋଟର ସାଇକଲ ରାଲି

ବିଦ୍ୟୁତ୍ ଦେୟ ଦର ବୃଦ୍ଧିକୁ ନେଇ କଂଗ୍ରେସ ତରଫରୁ ମୋଟର ସାଇକଲ ରାଲି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର(ଅଭିମନୁ ମିଶ୍ର): ବିଦ୍ୟୁତ୍ ଦେୟ ଦରବୃଦ୍ଧି ପ୍ରତିବାଦରେ , ଗଂଜାମ ଜିଲ୍ଲା ଭଂଜନଗର କଂଗ୍ରେସ ଦଳ ପକ୍ଷରୁ ରାଲି ଓ ପ୍ରତିବାଦ କରାଯାଇଛି । ଦଳୀୟ ନେତା ଓ ସମର୍ଥକମାନେ ମୋଟର ସାଇକେଲ ରାଲିରେ ବାହାରି ଭଂଜନଗର ସହର ପରିକ୍ରମା କରିବା ସହ , ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ , ବିଦ୍ୟୁତ ଦେୟ ର ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ଦାବିରେ ଶ୍ଳୋଗାନ ଦେଇଥିଲେ । ଏହାସହ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦରବୃଦ୍ଧି ପ୍ରତ୍ୟାହାର ନହେଲେ , ଆସନ୍ତା ଦିନରେ ଜୋରଦାର୍ ଆନ୍ଦୋଳନ ହେବ ବୋଲି କଂଗ୍ରେସ କର୍ମୀ ମାନେ , ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।

related posts

Leave a Comment