Home Breaking News ବିଜୁ ସେତୁ ଉଦଘାଟନ

ବିଜୁ ସେତୁ ଉଦଘାଟନ

by Times One Odia
Share with
     
 
 
   

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ରେ ଗ୍ରାମ୍ୟ ନିର୍ମାଣ ବିଭାଗ ଓଡିଶା ସରକାରଙ୍କ ବିଜୁ ସେତୁ ଯୋଜନା ଘାଗରାମୁଣ୍ଡା ଠାରୁ ଅସନବାହାଳି ରାସ୍ତାର ଯୋଗୀ ନାଳ ଉପରେ ଏକ ସେତୁର ଶୁଭ ଉଦଘାଟନ ହେଇଅଛି ।ଉଦଘାଟକ ଭାବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଯୋଗ ଦେଇ ଏହି ସେତୁର ଉଦଘାଟନ କରିଥଲେ ।ଏହି ସେତୁ ହେବା ଦ୍ୱାରା ୩ ଟି ପଞ୍ଚାୟତ ଘଗରାମୁଣ୍ଡା, ପଙ୍ଗାତିରା ,ବିରିବୋଲାଇ ପଞ୍ଚାୟତ ର ଅନେକ ଗ୍ରାମ ଘାଗରାମୁଣ୍ଡା ପଞ୍ଚାୟତର ଅସନବାହାଳି ଗାଁ , ଘାଗରାମୁଣ୍ଡା ଗାଁ, ଖନ୍ଦା ଗାଁ ଓ ଖଇର ମୁଣ୍ଡା ଗାଁ, ବିରିବୋଲାଇ ପଞ୍ଚାୟତ ର ଜାଙ୍ଗୁ ଗାଁ ପଙ୍ଗାତିରା ପଞ୍ଚାୟତ ର ପଙ୍ଗାତିରା ଗାଁ ର ଲୋକ ମାନଙ୍କର ଗମନାଗମନ ପାଇଁ ସୁବିଧା ହେଇ ପାରିଛି ।ଏହି କାର୍ଯ୍ୟକ୍ରମ ରେ ସଂମ୍ମାନୀତ ଅତିଥି ଭାବେ କଙ୍କଡାହାଡ଼ ପଂଚାୟତ ସମିତି ଅଧ୍ୟକ୍ଷ କାର୍ତିକ ସାହୁ ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ପଞ୍ଚାୟତ ସଭାପତି ବାଙ୍କନିଧି ବେହେରା,ବରିଷ୍ଟ ନେତା ଅମାନନ୍ତ ସାହୁ,ପ୍ରମୋଦ ବେହେରା,ପିତ୍ତବାସ ସାହୁ,ରମେଶ ବେହେରା,ପ୍ରକାଶ ସାହୁ,କଳାକାର ସିଂହ , ଶାନ୍ତନୁ ସାହୁ,ବ୍ରଜ ବନ୍ଧୁ ସାହୁ,ଟଂକଧର ବିଶ୍ୱାଳ,ଟିକମ ହାତୀ, ପ୍ରସନ୍ନ ସାହୁ,ପ୍ରଦୀପ ସାହୁ, କନିଷ୍ଟ ଯନ୍ତ୍ରୀ ରାଜେନ୍ଦ୍ର ଧଳ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

related posts

Leave a Comment