Home Breaking News / ତାଜା ଖବର ଟିକା ନେବାକୁ ଆସି ଖାଲି ଫେରିଲେ

ଟିକା ନେବାକୁ ଆସି ଖାଲି ଫେରିଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଖଣ୍ଡପଡ଼ା(ଅଙ୍କିତା ପ୍ରିୟଦର୍ଶିନୀ): ନୟାଗଡ଼ ଜିଲ୍ଲା ‌ଖଣ୍ଡପଡ଼ା‌ କୋଭିଡ କେୟାର ହସ୍ପିଟାଲରେ ୬ତାରିଖ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରୁ କୋଭିଡ ଟିକା ନେବା ପାଇଁ ୪୫ବର୍ଷରୁ ୬୦ବର୍ଷ ଲୋକମାନଙ୍କୁ ଟିକା ନେବା ପାଇଁ ଆସି ଖାଲି ଖାଲି ଫେରିଯିବା କୁ ବାଧ୍ୟ ହୋଇଛନ୍ତି କେୟାର ରେ ଟିକା ନଥିବାରୁ ଲୋକମାନଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି କେୟାର କୁ କେବେ ଟିକା ଆସିବ ସେହି ବିଷୟରେ କର୍ତ୍ତୁପକ୍ଷ କୈ।ଣସି ସୂଚନା ଦେଇପାରୁ ନାହାନ୍ତି। ଫଳରେ ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ଟିକା ନପାଇ ଅସନ୍ତୋଷ ପ୍ରକାଶ କରି ଫେରିଥିବା ଜଣାପଡିଛି ।

related posts

Leave a Comment