Home Breaking News / ତାଜା ଖବର ଏବିଭିପି ପକ୍ଷରୁ ସହୀଦ ଯବାନଙ୍କ ପ୍ରତି ଅଶୁଳ ଶ୍ରଦ୍ଧାଞ୍ଜଳୀ

ଏବିଭିପି ପକ୍ଷରୁ ସହୀଦ ଯବାନଙ୍କ ପ୍ରତି ଅଶୁଳ ଶ୍ରଦ୍ଧାଞ୍ଜଳୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ( ସୁନୀଲପଟନାୟକ): ମଙ୍ଗଳବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, (ଏ ବିଭିପି)କନ୍ଧମାଳ ତରଫରୁ ଛତିଶଗଡର ବିଜାପୁର – ସକୁମା ଠାରେ କ୍ରୁର ନକ୍ସଲ ମାନଙ୍କ କାୟରତା ପୂର୍ଣ୍ଣ ଆକ୍ରମଣରେ ସହୀଦ ହୋଇଥିବା ସମସ୍ତ ବୀର ଯବାନ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ, ଫୁଲବାଣୀ ନଗର ସମ୍ପାଦିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ପରିଷଦ କି ପାଠଶାଳା ପ୍ରମୁଖ ରଜତ ମହାପତ୍ର, ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା, ଜିଲ୍ଲା CDD ପ୍ରମୁଖ ଶ୍ରେୟନ ମେହେର, ଉତ୍କଳ ଦାସ, ଆଶିଷ ସାହୁ, ନିଖିଳ ମହାନ୍ତି, ଏବଂ ବିଦ୍ୟାର୍ଥୀ ପରିଷଦର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

related posts

Leave a Comment