Home Breaking News / ତାଜା ଖବର ବଲିଉଡରେ କରୋନା: କ୍ୟାଟ୍ରିନା କୈଫ୍ ପଜିଟିଭ୍ ଚିହ୍ନଟ

ବଲିଉଡରେ କରୋନା: କ୍ୟାଟ୍ରିନା କୈଫ୍ ପଜିଟିଭ୍ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲିଉଡରେ ଆଉ ଜଣେ କଳାକାରଙ୍କୁ କରୋନା ଆକ୍ରାନ୍ତ କରିଛି । ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି ବଲିଉଡ ବ୍ୟୁଟି କ୍ୟାଟ୍ରିନା କୈଫ । ଆଜି ମୁଁ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛି । ତୁରନ୍ତ ମୁଁ ନିଜକୁ ଅଲଗା କରି ହୋମ କ୍ୱାରେଣ୍ଟାଇନରେ ରହିବି । ମୁଁ ମୋର ଡାକ୍ତରଙ୍କ ପରାମର୍ଶରେ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଅନୁସରଣ କରୁଛି । ମୋ ସହିତ ଯୋଗାଯୋଗ କରିଥିବା ସମସ୍ତଙ୍କୁ ତୁରନ୍ତ ପରୀକ୍ଷା କରିବାକୁ ଅନୁରୋଧ ଆପଣଙ୍କର ସମସ୍ତ ପ୍ରେମ ଏବଂ ସମର୍ଥନ ପାଇଁ କୃତଜ୍ଞ । ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି କାଟ୍ରିନା । ନିକଟ ଅତୀତରେ ଅକ୍ଷୟ କୁମାର, ଆମୀର ଖାନ, ଆଲିଆ ଭଟ୍ଟ, ଆର ମାଧବନ, ରଣବୀର କପୁର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ, ଗାୟକ ଆଦିତ୍ୟ ନାରାୟଣ, ଅଭିନେତ୍ରୀ ଭୁମି ପେଡନକର, ବିକି କୌଶଲ, ହାସ୍ୟ ଅଭିନେତା କୁନାଲ କମ୍ରା ଏବଂ ସଂକ୍ରମିତ ହୋଇଛନ୍ତି ।

related posts

Leave a Comment