Home Breaking News / ତାଜା ଖବର ଶ୍ରୀହୀନ ଶିଶୁ ଉଦ୍ୟାନ

ଶ୍ରୀହୀନ ଶିଶୁ ଉଦ୍ୟାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇଘର(ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ଜିଲା ରାଇଘର ବ୍ଲକ୍ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବ୍ୟୟ ରେ ନିର୍ମାଣ କଲେ ଶିଶୁ ଉଦ୍ୟାନ କିନ୍ତୁ ଏହାର ରକ୍ଷଣ ବିକ୍ଷେର୍ଣ ଅଭାବରୁ ଏବେ ଶ୍ରୀହୀନ ହେଇପଡିଛି ସରକାରୀ ଅର୍ଥରୁ ଖର୍ଚ୍ଚ କରି ଏଭଳି 15 ବର୍ଷ ହେବ ଛାଡିଦେଇଥିବା ଶିଶୁ ଉଦ୍ୟାନ ଏବେ ମଦୁଆଙ୍କ ଆଡା ପାଲଟିଛି ରାଇଘର ସଦରମହକୁମା ରେ ଥିବା ଏହି ଶିଶୁ ଉଦ୍ୟାନ ଏବେ ଜଙ୍ଗଲ ରେ ପରିଣତ ହୋଇଛି ପାର୍କ ରୋ ଭିତରେ ସୁନ୍ଦର ଗଛ ବଦଳରେ ଅନା ବନା ଗଛ ଗୁଡାକ ରହିଅଛି ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ କରାଯାଇଥିବା ବେଳେ ଏହା ପ୍ରତି କେବେ ନଜର ପକେଇବାରୁ ଏହା ଏବେ ଆଡା ସ୍ତଳି ପାଲଟିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଦାୟ କରି ଶିଶୁ ଉଦ୍ୟାନ ପରିସରରେ ସୁନ୍ଦର ଦଳି ଓ ଅନେକ ସାମଗ୍ରୀ ରଖାଯାଇଥିବା ଜଗୁଆଳି ନଥିବାରୁ ଶିଶୁ ଉଦ୍ୟାନ ଏବେ ଶ୍ରୀହୀନ ହେଇପଡିଛି ବିରାଟ କୟ ଜାଗାରେ ଶିଶୁ ଉଦ୍ୟାନ ଗଢି ଉଠିଥିବା ବେଳେ ଏହା କୌଣସି କାମ ରେ ଆସୁନି ଶିଶୁ ଉଦ୍ୟାନ ପରିସରରେ ରାଜିବ ଗାନ୍ଧି ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରହିଥିବା ବେଳେ ବର୍ତମାନ୍ p. E. O. ଙ୍କ ଘୋର ବନା ଚାଲିଛି ଯଥା ଶୀଘ୍ର ଶିଶୁ ଉଦ୍ୟାନ ଟି ସଜଡ଼ା ହେଇ ଯାଇଥିଲେ ଜନସାଧରଣ ଓ ଶିଶୁ ମାନକୁ ଉପୋଭଗ କରିବାର କିଛି ଦୃଶ୍ୟ ଦେଖିବାକୁ ମିଳିଥାନ୍ତI ବୋଲି ଗ୍ରାମ ବାସୀ ମନେ ଦାବୀ କରିଛନ୍ତି..

related posts

Leave a Comment