Home Breaking News / ତାଜା ଖବର ବିଜୁ ଏକ୍ସପ୍ରେସ ରାସ୍ତା ପାଇଁ ଜମି ଛାଡିବାକୁ ରାଜି ହେଲେ ଆଦିବାସୀ

ବିଜୁ ଏକ୍ସପ୍ରେସ ରାସ୍ତା ପାଇଁ ଜମି ଛାଡିବାକୁ ରାଜି ହେଲେ ଆଦିବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଖଇରା ଗ୍ରମକୁ ବିଜୁ ଏକ୍ସପ୍ରେସ ରାସ୍ତା ବାଇ ପାସ ଯାଉଥିବା ବେଳେ ପାଞ୍ଚ ବର୍ଷ ହେବ ଆଦିବାସୀ ସଂଘ ଜମି ନ ଦେବାକୁ ନିଷ୍ପତ୍ତି ନେଇକି ଅଡ଼ି ବସିଥିଲେ, ଏଣୁ ଖାଇରାରେ ରାସ୍ତାକାମ ଅଟକି ଯାଇଥିଲା, ତାଙ୍କର ଦାବି ଅନୁସାରେ ଗାଁ ର ପି ଡବ୍ଲୁଡ଼ି ରାସ୍ତା କୁ ପ୍ରଶସ୍ତ କରାଯିବା ଦରକାର, ଏଥିରେ ରୋଡ଼ ପ୍ରଶାସନ ରାଜିହେଲେ, ଏହି ମେଳିରେ ଆଦିବାସୀ ପଶ୍ଚିମ ଓଡିଶା ସଚିବ ବାଳକୃଷ୍ଣ ଶବର, ଖଡ଼ିଆଳ ବ୍ଲକ ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜେମାମଣୀ ଧରୁଆ, ଗୀତାଞ୍ଜଳି ଶବର, sdo ପ୍ରକାଶ ମିଶ୍ର, ସହକାରୀ ଯନ୍ତ୍ରୀ s k nayak, ଅତିରିକ୍ତ ତହସିଲଦାର ଜୟାଶେନ ଧରୁଆ, ଅନାମ ଦଳ, ମତିରାମ ଦଳ, ଘନଶ୍ୟାମ ମାଝୀ, ଲକ୍ସମନ ଭୋଇ ସମେତ ଅନେକ ଆଦିବାସୀ ଅଂଶଗ୍ରହଣ କରିଥିଲେ l

related posts

Leave a Comment