Home Breaking News ବିଜେପି କାର୍ଯ୍ୟକର୍ତ୍ତାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେପି କାର୍ଯ୍ୟକର୍ତ୍ତାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

by Times One Odia
Share with
     
 
 
   

ସୁବର୍ଣପୁର ଜିଲ୍ଲାର ଧର୍ମଶାଳା ଠାରେ ବିଜେପି କାର୍ଯ୍ୟକର୍ତା ମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଳଦେବ ବେଦବାକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଯୁବମୋର୍ଚା ସଭାପତି ଆଡଭୋକେଟ ପ୍ରଶାନ୍ତ ଦଣ୍ଡସେନା, ପୂର୍ବତନ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଓଁପ୍ରକାସ ଅଗ୍ରୱାଲ, ପୂର୍ବତନ ସାଧାରଣ ସମ୍ପାଦକ ସୁରେଶ ମିଶ୍ର, ବରିଷ୍ଠ ନାରିନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, କେଦାର ଦାସ, ବ୍ୟାସଦେବ ମିଶ୍ର, ସିର୍ନିବାସ ଚାନ୍ଦ, ଜିତେନ୍ଦ୍ର ମହାପାତ୍ର, ମୋହନ ପାତ୍ର, କେଶବ ସାହୁ ପ୍ରମୁଖଙ୍କ ସହିତ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ। ଅବହେଳିତ ବିଜେପି କାର୍ଯ୍ୟକର୍ତା ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କିଭଳି କରାଯିବ ସେହି ବିଷୟରେ ଆଲୋଚନା ହୋଇଥିଲା। ଓଁପ୍ରକାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

related posts

Leave a Comment