Home Breaking News ଯୁବକଙ୍କୁ ଆକ୍ରମଣ

ଯୁବକଙ୍କୁ ଆକ୍ରମଣ

by Times One Odia
Share with
     
 
 
   

ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆହତ ହୋଇଥିବା ଯୁବକ ଜଣକ ଉକ୍ତ ଗ୍ରାମ ବାଲିସାହିର ପଞ୍ଚୁ ଭୂୟାଁ। ଗାଁ ଛକ ମନ୍ଦିର ନିକଟରେ ରାସ୍ତା ଉପରେ କିଛି ଦୁର୍ବୁତ୍ତ ମିଶି ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ପଞ୍ଚୁ ସକାଳେ ନିକଟସ୍ଥ ନାଳ କୁ ଗାଧୋଇବାକୁ ଯାଇଥିବା ବେଳେ ୮ଜଣ ଦୁର୍ବୁତ୍ତ ମିଶି ଆକ୍ରମଣ କରିଥିବା ସୂଚନା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସିତ ହେଉଛି।

related posts

Leave a Comment