Home Breaking News ବ୍ରାହ୍ମଣୀ ନଦୀରୁ ମେଗା ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ପାଇଁ ଖୁସୀ ବ୍ୟକ୍ତ କଲେ କାମାକ୍ଷାନଗର ବ୍ଲକର ଲୋକ

ବ୍ରାହ୍ମଣୀ ନଦୀରୁ ମେଗା ପ୍ରକଳ୍ପ ମାଧ୍ୟମରେ ଜଳ ଯୋଗାଣ ପାଇଁ ଖୁସୀ ବ୍ୟକ୍ତ କଲେ କାମାକ୍ଷାନଗର ବ୍ଲକର ଲୋକ

by Times One Odia
Share with
     
 
 
   

କାମାକ୍ଷାନଗର: ଆଉ ରହିବ ନାହିଁ ଜଳ କଷ୍ଟ ଗାଁରେ ପହଂଚିବ ପାଣି ଲୋକଙ୍କ ଦୁଃଖ ଦୂର ହେବ ।ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ମ।ର୍ଥ।ପୁର ଠାରେ ବ୍ରାହ୍ମଣୀ ନଦୀରୁ ମେଗା ପ୍ରକଳ୍ପ ୨୫୦ କୋଟି ଟଂକା ଉପରେ ବ୍ୟୟ ବରାଦରେ ହେବାକୁ ଥିବା ଜଳ ପ୍ରକଳ୍ପ କାମାକ୍ଷାନଗର ବ୍ଲକ ଓ ଭୁବନ ବ୍ଲକକୁ ଜଳ ଯୋଗାଣ କରାଯିବ ।ଏହି ବିଲ ପରିତ ହେବା ପରେ ଆଜି କାମାକ୍ଷାନଗର ବ୍ଲକ ବାଲିଗୋରଡ଼ ପଂଚାୟତ ମୂଷାମଲ୍ଲିକ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକର ବିଭିନ୍ନ ପଂଚାୟତ ରୁ ଆସିଥିବା ଲୋକମାନେ ଖୁସୀ ମାନଇଥିବା ସାଙ୍ଗକୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ,କାମାକ୍ଷାନଗର ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କୁ ଧନ୍ୟବାଦ ଦେଇଥିଲେ ।କାମାକ୍ଷାନଗର ବ୍ଳକର ବାଇଶିଙ୍ଗା,ବାଲିଗୋରଡ଼, ବଡ଼ସୁଆଳ, ବ।ଙ୍କୁଅ।ଳ,ଜଗନ୍ନାଥପୁର,ବୁଢ଼ୀବିଲି,ଭଏରପୁର,ବାରୁଆ (କ),ସୋଗର,ସାରୁଆଳି ଆଦି ପଂଚାୟତ କୁ ଜଳ ଯୋଗାଣ ହେବ ।

related posts

Leave a Comment