ଧର୍ମଗଡ଼(ତୁଳମଣୀ ନାଗ/ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା, ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାଣ ବାହାଳି ଗ୍ରାମ ସ୍ଥିତ ହେକ୍ଟର ହେକ୍ଟର ଜମି ରେ ଦିନ ଦ୍ବିପହର ସମୟ ରେ ହଟାତ ନିଆଲଗି ହୁତୁ ହୁତୁ ହୋଇ ଜଲି ଉଠୁଥିଲା ଯାହାକି ଅଣାୟତ୍ତ ହୋଇ ପଡ଼ିଥିବାର ଲୋକେ କହି ଛନ୍ତି | ହେଲେ ନିଆଁ ଅଣାଯାତ୍ତ ଥିବାରୁ ଜମିର ଅର୍ଥ କାରି ଫସଲ ବୁଟ ଚାଷ ପୋଡି ପାଉଁଶ ହୋଇଥିବାର ଲୋକେ କହିଛନ୍ତି, ବୁଟ ଚାଷ ଏକ ଅର୍ଥ କାରି ଫସଲ ଯେଉଁଥିରୁ ଚାଷି ଅନେକ ଅର୍ଥ ଉପାର୍ଜନ କରି ପରିବାର ଚଳାଇଥାଏ, ହେଲେ ତାହା ଜମିରୁ କାଢି ଜମି ର ବିଭିନ୍ନ ସ୍ଥାନ ରେ ରଖାଯାଇ ଥିଲା ସମୟରେ ନିଆଁ ପୋଡି ପାଉଁଶ କାରି ଦେଇ ଥିବାର ଲୋକେ ପ୍ରକାଶ କରିଛନ୍ତି ଯାହାକି ଚାଷି ଏକତ୍ରିତ କରିପାରି ନ ଥିଲେ | ନିଆଁ ଲାଗି ଥିବାର କାରଣ ଅସ୍ପଷ୍ଟ ବୋଲି ପ୍ରକାଶ କରିଛନ୍ତି |
କ୍ଷତି ଗ୍ରସ୍ତ ଚାଷି ମାନେ ହେଲେ 1-ଅଭିରାମ ଗୋପାଳ ପି -ଘାସିରାମ ଗୋପାଳ 2-ଅଂକୁର ଗୋପାଳ ପି -ମୁର ଗୋପାଳ 3-ଶ୍ରୀମତୀ ଗୋପାଳ ସ୍ୱାମୀ – ମହେନ୍ଦ୍ର ଜାଲ 4-ପିତାମ୍ବର ଚିଲାଙ୍ଗୁନ ପି -ଘାସିରାମ ଚିଲାଙ୍ଗୁନ 5-ଦିଗାମ୍ବର ନାଗ ପି -ତୁଳସୀ ନାଗ 6-ବଦ୍ରିକା ଜାଲ ପି -ଚକ୍ର ଜାଲ 7-ଯୁବରାଜ ଚିଲାଙ୍ଗୁନ ପି ସାନୁ ଚିଲାଙ୍ଗୁନ ଏହି ଚାଷି ମାନଙ୍କ ହଜାର ହଜାର ଟଙ୍କା ର କ୍ଷତି ଘଟି ଥିବାର ଅଭିଯୋଗ ଆଣିଛନ୍ତି ଏବଂ ସରକାର ଙ୍କ ନିକଟରେ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି |