Home Breaking News ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ କଟକ ଜିଲ୍ଲାର ହେବ ଉନ୍ନତି

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ କଟକ ଜିଲ୍ଲାର ହେବ ଉନ୍ନତି

by Times One Odia
Share with
     
 
 
   

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ କଟକ ଜିଲ୍ଲାର ଉନ୍ନତୀ ହେବ । ଏନେଇ କଟକ ଜିଲ୍ଲାର କୟଳପଡ଼ା ପଞ୍ଚାୟତର ନୂଆପାଟଣା ଠାରେ ୧୨୬ ଏକର ଜାଗାରେ ଇକୋ ଟୁରିଜିମ୍, ସାଇନ୍ସପାର୍କ, ପ୍ଲାନେଟୋରିୟମ, ମହାନଦୀ କୁ ସଂଯୋଗ କରୁଥିବା ନକଚୋଣି ପାଟର ପୁନଉଦ୍ଧାର ୫ଟି ଜରିଆରେ କରାଜିବ ବୋଲି ସୂଚନା ଦେଲେ କଟକ ଜିଲ୍ଲାପାଳ ଙ୍କ ସମେତ ମନ୍ତ୍ରୀ ଅଶୋକ ପଣ୍ଡା
ଆଜି ସକାଳୁ ମନ୍ତ୍ରୀଙ୍କ ସହ ସାସଂଦ ଭର୍ତ୍ତୃହରି ମହତାବ
,ଚୌଦ୍ବାରକଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ କଟକ ଜିଲ୍ଲାର ବିଭିନ୍ନ ବିଭାଗର ସରକାରୀ ଅଧିକାରୀ
କ୍ଷେତ୍ର ପରିଦର୍ଶନ କରିଛନ୍ତି।କଟକ ସିଡିଏ ଠାରୁ ମାତ୍ର ୭ ମିନିଟ ଲାଗୁଥିବା ଏହି ଯାଗାର ବିକାଶ ପରେ ପର୍ଯ୍ୟଟକ ମାନେ ଏହି ଅଞ୍ଚଳ ବୁଲିବା ସହ ବାବା ଧବଳେଶ୍ଵରଙ୍କ ପୀଠରେ ଦର୍ଶନ କରିବା ସହ ଝୁଲାପୋଲର ମଜା ନେଇପାରିବେ ।

related posts

Leave a Comment