Share with
କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଗତରେଇ ଗୋଠ ଛକ ଠାରେ ଥିବା ଦଶୀପୁର ଠାରୁ ଖଇରମୁଣ୍ଡା ରାସ୍ତା ସମ୍ପ୍ରସାରଣ କରୁଥିବା ଠିକା ସଂଥା ର ଅସ୍ଥାୟୀ କ୍ୟାମ୍ପ ରେ ଦିନ ଅପରାହ୍ନ ୩ ଅଗ୍ନିକାଣ୍ଡ କାଣ୍ଡ ଘଟି ୫ ବଖରା ଘର ଭସ୍ମୀଭୂତ ହେଇଅଛି ।ଆନୁମାନିକ ୫ ଲକ୍ଷ ରୁ ଅଧିକ ସମ୍ପତି ନଷ୍ଟ ହେଇଅଛି ।ଠିକା ସଂଥା ରେ କାମ କରୁଥିବା ଶ୍ରମିକ ମାନଙ୍କର ଥିବା ଜିନିଷ ପତ୍ର ନଷ୍ଟ ହେଇ ଯାଇଅଛି ।ସୁଚନା ଅନୁସାରେ ବିଦୂତ ସଟସର୍କିଟ ହେଇ ଅଗ୍ନିକାଣ୍ଡ ଘଟିଅଛି ।କାର୍ୟ୍ଯ କରୁଥିବା ଶ୍ରମିକ ମାନେ ସରକାରଙ୍କ ଠାରେ ନଷ୍ଟ ହେଇଥିବା ଜିନିଷ ର ଆକଳନ କରି କ୍ଷତି ପୂରଣ ପାଇଁ ଦାବି କରିଛନ୍ତି ।