ବୁଗୁଡା(ଅଭିମନୁମିଶ୍ର): ଗଞ୍ଜାମଜିଲ୍ଲାର ବୁଗୁଡା ଶହର ଠାରୁ 3.kmଦୂରତାରେ ପର୍ବତ ମାଳାଦେଶରେ ବୂଦ୍ଧଖୋଲ ଅବସ୍ଥିତ ଓ ସେଠାରେ ବାବା ଗଙ୍ଗାଧରଶ୍ୱର ଓ ପଞ୍ଚ ମହାଦେବ ବିରାଜ ମାନ ହୋଈଛନ୍ତି ଏହା ଏକ ପ୍ରାକୂତିକ ପରିବେଷ ହେଇଥିବାରୁ ଏଠାକୁ ଓଡିଶା ତଥା ବାହାର ରାଜ୍ୟରୁ ମଧ୍ୟ୍ୟ ଦର୍ଶକ ମାନେ ଆସିଥାନ୍ତି ବର୍ଷତମାମ ଏହି ପର୍ଯ୍ୟଟନସ୍ଥଳି ରେ ଜାତ୍ରିମାନେ ରାତ୍ର
ଜାପନ ନିମନ୍ତେ ଜାତ୍ରିନିବାସ ରହିଥିବେବେଳେ ପିଲାଙ୍କ ମନରଞ୍ଜନ ପାଈଁ ଶୁଈମିଙ୍ଗ୍ ଓ ଝରଣା ! ଦୋଳି , ପାର୍କ , ରବ୍ୟବସ୍ଥା ରହିଛି ! ଦୂରଦୁରାନ୍ତ ରୁ ପିକ୍ ନିକ୍ କରିବା କୁ ଆସୁଥିବା ଜାତ୍ରି ବାହି ବସ୍ ରଖିବା ପାଇଁ ପାର୍କିଙ୍ଗ୍ ର ବ୍ୟବସ୍ଥା ମଧ୍ୟ ରହିଛି
ପୁର୍ବ କାଳରେ ମୁନିରୁଷି ମାନେ କହନ୍ତି
କଥାରେ ରହିଛି ଅସି ପର୍ବତ ନବେଖୋଲ ତା ମଧ୍ୟେ ବୂଦ୍ଧଖୋଲ
ଅସି ପର୍ବତ ଅର୍ଥାତ୍ ଅସିଏଗୋଟି ପାହାଡ ନବେଖୋଲ ଅର୍ଥାତ୍ ନବେ ଗୋଟି ଗୁମ୍ଫା ମଧ୍ୟରହିଛି ହେଲେ ନବେ ଗୋଟି ଗୁମ୍ଫା ମଧ୍ୟ୍ୟରୁ ସିଦ୍ଧଗୁମ୍ଫା ପ୍ରସିଦ୍ଧ ଏହି ଗୁମ୍ଫା ଦେଖିବା ପାଈଁ ପର୍ବତର ଶିଖର ଦେଶେ ପହଞ୍ଚିବାକୁ ପଡିଥାଏ ଏହି ଗୁମ୍ଫାରେ କଳକୀ ଠାକୁର ଅବସ୍ଥାନ କରିଛନ୍ତି ତଥାପି ଏହି ଗୁମ୍ଫାକୁ ଜିବାକୁହେଲେ ଅଙ୍କାବଙ୍କା ଓ ପଥୁରିଆ ରାସ୍ତା ବହୁ କଷ୍ଟରେ ଜିବାକୁ ହୋଇଥାଏ ଏପରିକି ଏହି ପର୍ବତ ଆଢୁଆଳ ରେ ଅଣାନବେ ଗୋଟି ଗୁମ୍ଫା ଲୁଚି ରହିଥିବାର ସୂଚନା ମିଳିଥିବାବେଳେ ସୋହଳ ଗୋଟି ଗୁମ୍ଫାର ଅନୁଧ୍ୟ୍ୟାନ ହୋଇଛି ଆହୁରି ଅନ୍ୟାନ୍ୟ ଗୁମ୍ଫା ପର୍ବତ ମଧ୍ୟରେ ଲୁଚି ରହିଛି ଯାହାକି ଅନୁଧ୍ୟ୍ୟାନ କରାଯାଇପାରିନାହିଁ ଲୁଚିହିଥିବା ଗୁମ୍ଫା ଗୁଡିକ କିଭଳି ଲୋକ ଲୋଚନକୁ ସବୁ ଆସିପାରିବ ତାହା ଅଞ୍ଚଳ ବାସି କହିଛନ୍ତି
ଅଶି ପର୍ବତ ନବେ ଖୋଲ ତା ମଧ୍ୟେ ସିଦ୍ଧ ବୂଦ୍ଧଖୋଲ
Share with