Home Breaking News ରାମବନବାସର ଲୁଚି ରହିଥିବା କିଛି କିମ୍ବଦନ୍ତି

ରାମବନବାସର ଲୁଚି ରହିଥିବା କିଛି କିମ୍ବଦନ୍ତି

by Times One Odia
Share with
     
 
 
   

ବୁଗୁଡ଼ା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲାର ବୁଗୁଡାବ୍ଳକ ଅଧିନସ୍ଥ କରଚୁଲି ପଞ୍ଚାୟତ ର କିରିଆମ୍ବା ର ଅଝାଡ ଜଙ୍ଗଲ ମଧ୍ୟରେ ରାସ୍ତାମଧ୍ୟ ନାହିଁ ତ୍ରେତୟା ଯୁଗରେ ରାମ ବନବାସ କରିଥିଲେ ଓ ସେଠାରେ ରାମଙ୍କର ପାଦ ଚିହ୍ନ ଦଶଗୋଟି ରହିଛୀ ଏଣୁ ଆଜି ତାହାରନାମ ରାମପାଦ ଦର୍ଶନିୟ ପିଠରେ ପରିଗଣିତ ହେଈଛି ସେଠାରେ ମା ସିତା ରୋଷେଇ କରୁଥିବାର ଏକ ଚାଞ୍ଚଡା ପଥର ଉପରେ ଚୁଲି ରହିଛି ରୋଷେଈ ପ୍ରସ୍ତୁତି ପାଈଁ ରାମ ଧନୁ ଶର ମାରି ଚାଞ୍ଚଡା ପଥରରୁ ପାଣି ବାହାର କରିଥିବାର ମଧ୍ଯ ଶଙ୍କେତ ରହିଥିବାର ଦେଖିବାକୁମିଳିଛି ଓ ସେଠାରେ ବିରାଧ ଅଶୁର ରହିଥିଲେ ସେହି ବିରାଜ ଅଶୁରଙ୍କୁ ରାମ ବଦ୍ଦ କରିଥିଲେ ଏବେ ବିରାଧ ଅଶୁରଙ୍କର ଫଟୋଚିତ୍ର ରହିଛୀ ଓ ବିରାଧ ଅଶୁରଙ୍କର ଅସ୍ତି ମଧ୍ଯ ରହିଥିବା ଦେଖିବାକୁ ମିଳିଛି ଏଭଳି ରାମଙ୍କର ବନବାସର ରହସ୍ୟ ଲୋକଙ୍କ ଆଢୁଆଳରେ ଲୁଚିରହିଛୀ ବର୍ଷବର୍ଷଧରି

related posts

Leave a Comment