Share with
ବୁଗୁଡା(ଅଭିମନୁ ମିଶ୍ର): ଗଞ୍ଜାମଜିଲ୍ଲାର ବୁଗୁଡା ଶହରରେ ଥିବା ଅରବିନ୍ଦନଗରର ପ୍ରଥମ , ଦ୍ୱିତିୟ, ତୂତ୍ୱିୟ,ଲାଈନ୍ ଓ ବାଲିପିଣ୍ତିସାହି 6ନଂ ୱାଡର ଗୌଡସାହି ରେ ପାଣିର ସମସ୍ୟା ଲାଗିରହିଛି ଆଜକୁ ବହୁଦିନଧରି ଜଳଯୋଗାଣ ଅଫିସ୍ କୁ ଯାଇ ସାଇ ବାସିନ୍ଦା ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଜେଇ ସନ୍ତୋସ ପଣ୍ତା ବୁଝିବା କହି ନିରବତା ସାଜୁ ଥିବାର ଓ ଲୋକଙ୍କୁ ମିଥ୍ୟାର ପ୍ରତିସୂତି ଦେଈଥିବାର ସାଇବାସିନ୍ଦା କହିଛନ୍ତି ଜନସାଧାରଣଙ୍କର ପାନିୟ ଜଳର ସମସ୍ୟାକୁ ନେଇ ଆମେ ଜଳବିଭାଗ ଅଫିସ୍ ରେ ପହଞ୍ଚିଥିଲୁ 11.40amରେ ହେଲେ ଅଫିସ୍ ରେ ଜେଈ ଙ୍କ ଦେଖାନାହିଁ ନିଜର ଈଛାମୁତାବକ ଅଫିସ୍ କୁ ଆସୁଥିବାର ଜଣାଯାଉଛି