Home Breaking News ବରିଷ୍ଟ ନାଗରିକଙ୍କୁ କୋଭିଡି ଟିକା ପ୍ରଦାନ

ବରିଷ୍ଟ ନାଗରିକଙ୍କୁ କୋଭିଡି ଟିକା ପ୍ରଦାନ

by Times One Odia
Share with
     
 
 
   

ବୁଗୁଡା(ଅଭିମନୁ ମିଶ୍ର): ଗଞ୍ଜାମଜିଲ୍ଲାର ବୁଗୁଡା ମେଡିକାଲ୍ ରେ ଆଜି ବରିଷ୍ଟନାଗରିକ ମାନଙ୍କୁ କୋଭିଡ୍ ର ଟିକା କରଣ କରାଯାଉଛି ଶରକାରଙ୍କ ତରଫରୁ ଏହା ଏକ ଶ୍ୱାଗତଯୋଗ୍ୟ କିନ୍ତୁ ବରିଷ୍ଟ ନାଗରିକ ମାନଙ୍କୁ ଟିକା ଦବାପରେ 30ମିନଟ ସେମାନେ ବିଶ୍ରାମ ନେଲାପରେ ତାଙ୍କୁ ମେଡିକାଲ୍ ରୁଛାଡିବା କଥା ଭେକ୍ ସିନ୍ ନେଲାପରେ ବରିଷ୍ଟ ନାଗରିକମାନେ ଚାଲିଚାଲି ଯାଉଛନ୍ତି ଘରକୁ ତ କିଏ ଅଟୋସାହାଯ୍ୟରେ ଯାଉଛନ୍ତି ସେମାନଙ୍କ ପାଇଁ ବିଶ୍ରାମକକ୍ଷ କରାଯାଇନଥିଲା କିଛି ଗଣପ୍ରତିନିଧି ସେଠାରେ ପହଞ୍ଚିବାପରେ ମେଡିକାଲ
ର କର୍ମଚାରିମାନେ ତରବରିଆ ଭାବେ ଏକ ମିଟିଙ୍ଗ୍ ହଲକୁ ଖୋଲି ଚେୟାର ପକାଇ ଦୁଇଜଣଙ୍କୁ ବସାଇଦେଇଥିଲେ ତାହା ପୂର୍ବରୁ ଲୋକମାନେ ଟିକାଦବା ସ୍ତାନରେ ଟିକାଦେଇ ବାରଣ୍ତାରେ ବସି ରହିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଓ ଲୋକମାନଙ୍କୁ ଦୁଇରୁ ତିନିଘଣ୍ଟା ଧରି ଲାଈନ୍ ରେ ଖରା ଠିଆହୋଈଥିବାର ମଧ୍ୟ ଦେଖିବାକୁ ମିଳିଛି ଏମିତିକି ମେଡିକାଲ୍ ରେ ଚକ୍ଷୁ ବିଭାଗ ରେ 11.30amଯାଏଁ ତାଲା ଝୁଲୁଥିବାର ଦେଖିବାକୁ ମିଳିଥିଲା କିଛିଲୋକ ଚକ୍ଷୁ ଚିକିଛା ନକରି ଫେରି ଯାଇଥିବା ବେଳେ କିଛି ଲୋକ ମଧ୍ୟ ଚକ୍ଷୁ ଦେଖାଇ ବା ପାଈଁ ଜଗି ବସିଥିଲେ ବୁଗୁଡା ମେଡିକାଲ୍ ର ଜନସାଧାରଣଙ୍କ ପାଇଁ ସେବା ଠିକ୍ ରେ ଠିକ୍ ସମୟରେ ମିଳୁନଥିବାର ସ୍ଥାନିୟ ନାଗରିକ ମାନେ ମତ ପ୍ରକାସ କରିଛନ୍ତି

related posts

Leave a Comment