Home Breaking News ଅଗ୍ନିକାଣ୍ଡରେ ଜଳିଗଲା ୮ ଟି ପରିବାରର ୧୬ ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୮ ଟି ପରିବାରର ୧୬ ବଖରା ଘର

by Times One Odia
Share with
     
 
 
   

ଅଗ୍ନିକାଣ୍ଡରେ ଜଳିଗଲା ୮ ଟି ପରିବାରର ୧୬ ବଖରା ଘର । ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ବାହୁଡ଼ା ଗାଁ ର ତଳସାହିରେ ଘଟିଛି ଏଭଳି ଘଟଣା । ବିଦ୍ୟୁତ ସଟସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇଥିଲେ । ସମସ୍ତ ବିପନ୍ନ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ , ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ , କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦେବାପାଇଁ ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

related posts

Leave a Comment