Home Breaking News ଜାତୀୟ ଯୁବ ରେଡ଼କ୍ରସ ଦିବସ ଉଦଯାପିତ

ଜାତୀୟ ଯୁବ ରେଡ଼କ୍ରସ ଦିବସ ଉଦଯାପିତ

by Times One Odia
Share with
     
 
 
   

ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ଡିଗ୍ରୀ ମହାବିଦ୍ୟାଳୟ ଠାରେ କ୍ଲଷ୍ଟର ତ୍ରିସ୍ତରୀୟ ରେଡକ୍ରସ ତାଲିମ ଶିବିର ୨୨-ତାରିଖ ରୁ ଆରମ୍ଭ ହୋଇ ୨୪ ତାରିଖ ଦିନରେ ଉଦଯାପିତ ହୋଇଛି ।ଏଥିରେ ତିନି ଦିନ ଧରି ଏହି ଶିବିର ଚାଲିଥିଲା ।ଏହି ଶିବିର ରେ ବୋଡେ଼ନ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ୱନି କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ବୋଡେ଼ନ ବି. ଡି.ଓ ପୂର୍ଣ ଚନ୍ଦ୍ର ଭୋଇ ସମ୍ନାନୀତ ଅତିଥି ଭାବରେ ଯୋଗ ଦେଇ ଥିବାବେଳେ ,ଅଧ୍ୟାପକ ଡ଼ଃ ତରୁଣ କୁମାର ପ୍ରଧାନ,କାଉନସିଲର ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ର ଆବାହକ ହେମନ୍ତ କୁମାର ଭୋଇ,ବୋଡେ଼ନ ବିଜୁ ପଟ୍ଟନାୟକ ଜୁନିୟର କଲେଜ ଯୁବ ରେଡ଼କ୍ରସ ଆବାହକ ଉପେନ୍ଦ୍ର କୁମାର ବନଜାରା,କିଶୋର କୁମାର କର୍ଣ,ଆଦି ମଞ୍ଚାସିନ ଥିଲେ । ଯୁବ ରେଡ଼କ୍ରସ କାଉନସିଲର ନେତ୍ରାମ ତତ୍ୟବଧାନ ରେ ଅନୁଷ୍ଠିତ ଶିବିର କୁ ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଓମ ପ୍ରକାଶ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ସ୍ଥାନୀୟ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି ଶିବିର ର ରେ ବକୃତା,ପ୍ରବନ୍ଦ,ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ସମସ୍ତ ମଞ୍ଚାସିନ କୃତିତ୍ୱ ଛାତ୍ରଛାତ୍ରୀ ମାନକୁ ପୁରସ୍କାର ବିତରଣ କରିଥିଲେ ।

related posts

Leave a Comment