Home Breaking News ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ନିଆଁ

ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ନିଆଁ

by Times One Odia
Share with
     
 
 
   

କଟକ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଫୁଲନଖରା ନିକଟସ୍ଥ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରେ ଥିବା ଖରିବୁଦାରେ କୌଣସି ବ୍ୟକ୍ତି ନିଆଁ ଲଗାଇ ଦେଇଥିବାରୁ ଚାରି ଆଡେ ନିଆଁ ବ୍ୟାପି ବାରୁ ଲୋକେ ଆତଙ୍କିତ ।

related posts

Leave a Comment