Home Breaking News / ତାଜା ଖବର ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡ଼ା: ବୁଗୁଡ଼ା ଉପକଣ୍ଠ ପିପୁଲ୍ସ କଲେଜ ନିକଟରେ ଏକ ବାଇକ୍ ରାସ୍ତା କଡରେ ଥିବା ଟ୍ରାକଟର କୁ ଧକ୍କା ଦେବା ଫଳରେ ଯୁବକ ଜଣକ ଗୁରୁତର ହୋଇଛନ୍ତି l
ଖବର ରୁ ଜଣାଯାଇଛି ବେଲ ପୁର ଗ୍ରାମର ରବି ବିଶୋୟୀ (27) କୌଣସି କାର୍ଯ୍ୟ ରେ ବୁଗୁଡ଼ା ଆସୁଥିବା ସମୟରେ କଲେଜ ନିକଟରେ ଥିବା ଟ୍ରାକ୍ଟର କୁ ଧକ୍କା ଦେବା ଫଳରେ ଫିଙ୍ଗି ହୋଇ ପଡ଼ି ଯାଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ରବି କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ କୁ ଆଣିଥିଲେ l ରବି ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରହମପୁର ସ୍ଥାନାନ୍ତରିତ କରାଯାଇଛି l ରବି ର ଛାତିକୁ ବହୁ ଜୋର୍ ରେ ଆଘାତ ଲାଗିଛି l

related posts

Leave a Comment