Home Breaking News ସାରା ଭାରତରେ ଆନ୍ଦୋଳନ

ସାରା ଭାରତରେ ଆନ୍ଦୋଳନ

by Times One Odia
Share with
     
 
 
   

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ସାରାଭାରତ ରେ ତୈଳଦରଆକାଶ ଛୁଆଁ ହୋଇଥିବାରୁ ଜାତୀୟ କଂଗ୍ରେସ ଆଜି ସାରାଓଡିଶା ରେ ରାଜରାସ୍ତା କୁଓଲ୍ଲାଇଛି ଏହାର ପ୍ରଭାବ ମାହାଙ୍ଗା ଓ ନିଶ୍ଚିତକୋଇଲି ବ୍ଲକରେ ଦେଖିବାକୁ ମିଳିଛି ସକାଳ ସାତଟା ବେଳୁ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମାହାଙ୍ଗା ଠାରୁ ଏକ ବାଇକ ରାଲି ରେ ବାହାରି ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ର ବିଭିନ୍ନ ଅଞ୍ଚଳ ରେ ରାଲି କରିବା ସହିତ କେନ୍ଦ୍ରବିରୋଧୀ ସ୍ଲୋଗାନ ଦେଇଥିଲେ ପରିଶେଷରେ ନିଶ୍ଚିତକୋଇଲି ଠାରେ ଶ୍ରୀଯୁକ୍ତ ସାହୁ ପଥପ୍ରାନ୍ତ ସଭାକରିଥିଲେ ଏହି ଛ’ଘଣ୍ଟିଆ ବନ୍ଦତୈଳଦର ବୃଦ୍ଧି ପ୍ରତିବାଦ ରେ ସାଧାରଣ ଲୋକ ମାନେ ଏହି ବନ୍ଦରେ ସ୍ୱଚ୍ଛାକୃତ ଭାବେ ବନ୍ଦରେ ସାମିଲ ହୋଇଥିବା ଦେଖିବା କୁ ମିଳିଥିଲା

related posts

Leave a Comment