Home Breaking News ନାବାଳିକା ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ନାବାଳିକା ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

by Times One Odia
Share with
     
 
 
   

ଫୁଲବାଣୀ- (ସୁନୀଲ ପଟନାୟକ) ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ କନୂଆଙ୍ଗା ଥାନା ପୋଲିସ ଆଜି ଅଚ୍ୟୁତ ପ୍ରଧାନ ନାମକ ଜଣେ ୩୦ ବର୍ଷ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତ ଅଚ୍ୟୁତ ସଂପୃକ୍ତ ନାବାଳିକାକୁ ତେନ୍ତୁଳି ଖାଇବାକୁ ଦେବାକୁ କହି ନିଜ ଘରକୁ ଡାକି ତାକୁ ଅସଦାଚରଣ କରିଥିଲା . I ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇ ବା ପରେ ପରିବାର ଲୋକେ କନୂଆ ଗାଁ ଥାନ । ରେ ଏତଲା ଦେଇଥିଲେ…। କ ନୂଆ ଗାଁ ପୋଲିସ ଏ ନେଇ ୧୦/ ୨୧ଧାରା ୩୪୧/୩୪୨/୫୦୬/୩୨୩/୩୫୪.-ଡି/ଓ ୮ପକ୍ସୋ ରେ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ଶ୍ରି ନିବାସ ସାମଲ କହିଛନ୍ତି. I ଏସ.ଆଇ ପିସି ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି.।

related posts

Leave a Comment