Home Breaking News ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନୀ ବୈଠକ

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନୀ ବୈଠକ

by Times One Odia
Share with
     
 
 
   

ଖଡ଼ିଆଳ(ଜଗତ ରାମ ଦଣ୍ଡସେନା): ଖଡ଼ିଆଳ ର ସ୍ୱୟଂ ଶକ୍ତି ରେଡ଼ିଓ କେନ୍ଦ୍ର ପରିସର ରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଯାଇଛି, ଶ୍ରୀ ବିଶ୍ୱଜିତ ପାଢ଼ୀ ଙ୍କର ସଭାପତିତ୍ୱ ରେ ସର୍ବସମ୍ମତି କ୍ରମେ ଲୋକନାଥ ମହାପାତ୍ର ଙ୍କୁ ସଭାପତି ଭାବେ, ସୁଜିତ ପ୍ରଧାନ ଙ୍କୁ ସମ୍ପାଦକ, ଅଜିତ ଯୋଷୀ ଙ୍କୁ ଉପ ସଭାପତି, ଓ ପବିତ୍ର ପ୍ରଧାନ ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି l ବୈଠକରେ ପ୍ରାୟ ତିରିଶି ଜଣ ସାମ୍ବାଦିକ ଉପସ୍ଥିତ ଥିଲେ,

related posts

Leave a Comment