Home Breaking News ଚୌଦ୍ଵାର ଜେଲରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବଣ୍ଟନ କେନ୍ଦ୍ର ଉଦଘାଟିତ

ଚୌଦ୍ଵାର ଜେଲରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବଣ୍ଟନ କେନ୍ଦ୍ର ଉଦଘାଟିତ

by Times One Odia
Share with
     
 
 
   

ଚୌଦ୍ଵାର(ଅଶୋକ କୁମାର ଦାସ): କଟକ ଜିଲ୍ଲା ଚୌଦ୍ଵାର ମଣ୍ଡଳ କାରାଗାର ପରିସରରେ ଆଜି କଇଦିମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ବଣ୍ଟନ କେନ୍ଦ୍ରର ଉଦ୍ଘାଟନ ହୋଇଜାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଟକ ରେଞ୍ଜ ଡ଼ି ଆଇ ଜି କୁଳମଣି ବେହେରା ଉପସ୍ଥିତ ରହି ଏହି କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଜେଲକୁ ପ୍ରତିଦିନ କଏଦୀ ମାନଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଲୋକମାନଙ୍କ ପାଇଁ ଇଟିଲି , ବରା ,ପୁରୀ ,ଗୁଗୁନି ଆଦି ଖାଦ୍ୟ ସୁଲଭ ମୂଲ୍ୟରେ ଖାଇ ପାରିବେ ବୋଲି ଜେଲର ଅବିନାଶ ବେହେରା ସୂଚନା ଦେଇଛନ୍ତି ।ସରକାରୀ ଛୁଟିଦିନ ବ୍ୟତୀତ ଦିନକୁ ଦୁଇଥର ଖାଦ୍ୟ ବିକ୍ରୟ କେନ୍ଦ୍ର ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

related posts

Leave a Comment