Home Breaking News ସିସିଟିଭି ଉଦଘାଟନ

ସିସିଟିଭି ଉଦଘାଟନ

by Times One Odia
Share with
     
 
 
   

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ସିସିଟିଭି ଉଦ୍ଘାଟନ।କଟକ ଚାନ୍ଦବାଲି ରାସ୍ତାର ସାଲେପୁର ପାଗାଛକ ଠାରେ ରାସ୍ତା ପାର୍ଶ୍ୱରେ ମଧୁସୂଦନ ବଜାର କମିଟି ନିଜସ୍ୱ ଅର୍ଥରେ ବଜାର ଓ ଜନଜୀବନ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଇ ଅଂଚଳରେ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଉଦଘାଟନି ଉତ୍ସବରେ ସ୍ଥାନୀୟନୀ ବିଧାୟକ ପ୍ରଶାନ୍ତ କୁମାର ବେହେରା, କଟକ ଡିସିପି ପ୍ରତିକ ସିଂ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେର ବଜାର କମିଟି ସମ୍ପାଦକ ସୁନାକର ବାରାଳ,
ସ୍ଥାନୀୟ ସରପଂଚ ମିଲିରାଣୀ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।ବଜାର କମିଟି ର ଏଭଳି ପଦକ୍ଷେପକୁ ସ୍ଥାନୀୟ ବିଧାୟକ ଭୂୟାଁସି ପ୍ରଶଂସା କରିଥିବାବେଳେ ଘଟଣା ଦୁର୍ଘଟଣା,ଚୋରି, ରାହାଯାନି କୁ ଧରିବାରେ ସଫଳ ହେବବୋଲି ଡିସିପି କହିଥିଲେ।

related posts

Leave a Comment