Home Breaking News ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅସମ୍ମାନ

ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅସମ୍ମାନ

by Times One Odia
Share with
     
 
 
   

ଆଗଲପୁର(ଦେବାନନ୍ଦ ପୁଟେଲ): 72ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅସମ୍ମାନ | ଜାତୀୟ ପତାକା କୁ ଓଲଟା ଟାଙ୍ଗୀ ପାଳନ କଲେ ଜାନୁଆରୀ 26 | ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଆଗଲ ପୁର ବ୍ଳକ ନଅ ଗାଁ (କ )ପଂଚାୟତ ରେ |ଭଲଭାବେ ନଜର ପକାନ୍ତୁ, କେମିତି ଟଙ୍ଗା ଯାଇଛି ଆମ ତ୍ରିରଙ୍ଗା | ଏହି ସମାରୋହ ରେ ଉପସ୍ଥିତ ଥିଲେ, ସରପଞ୍ଚ ଆନନ୍ଦ ବିଶି, ନାଏବ ସରପଞ୍ଚ ସୁଶାନ୍ତ ସାହୁ, ଏବଂ ଆଉ କିଛି ମାନ୍ୟଗଣ୍ୟ ବ୍ୟକ୍ତି | ହେଲେ କାହା ନଜରକୁ ଆସିଲାନି, ତ୍ରିରଙ୍ଗା କୁ ଅସମ୍ମାନ କରାଯାଉଛି ବୋଲି |ଯଦି ଜାତୀୟ ପତାକା ର ନୀତି ନିୟମ ବିଷୟରେ ଅଂଜ୍ଞ ,ତେବେ ପଂଚାୟତ ର ନୀତି ନିୟମ କେମିତି ଜାଣିବେ ବୋଲି ଜନସାଧାରଣରେ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |ଏଭଳି ଅସମ୍ମାନ କରିଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି |

related posts

Leave a Comment