Home Breaking News ପିକଅପ ଭ୍ୟାନ ଦୁର୍ଘଟନଗସ୍ତ

ପିକଅପ ଭ୍ୟାନ ଦୁର୍ଘଟନଗସ୍ତ

by Times One Odia
Share with
     
 
 
   

ସାଲେପୁର(ଜ୍ୟୋତ୍ସ୍ନା ରାଣୀ):କଟକ ଚାନ୍ଦବାଲି ରାସ୍ତା ର ସାଲେପୁର ର କଳାଗିନି ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏକ ପିକଅପ ଭ୍ୟାନ l ଏହି ଗାଡ଼ିରେ ଥିବା ୨ଜଣ ଆହତ ହୋଇଛନ୍ତି l ରାସ୍ତା ଉପରୁ ଗାଡିଟି ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟି ପଡିଛି l. ଗାଡିଟି କଟକ ପଟୁ କେନ୍ଦ୍ରାପଡ଼ା ଆଡକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା ଖବର ପାଇବାପରେ ସାଲେପୁର ପୋଲିସ ଘଟଣାସ୍ଥଳୀରେ ପହଂଚି ଆହତ ମାନଙ୍କୁ ଉଦ୍ଧାରକରି ମେଡିକାଲକୁ ପଠାଇଛି ।

related posts

Leave a Comment