Home Breaking News ବର୍ଗର ଦୋକାନର ଶୁଭାରମ୍ଭ

ବର୍ଗର ଦୋକାନର ଶୁଭାରମ୍ଭ

by Times One Odia
Share with
     
 
 
   

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ଜାନାନା ହସପିଟାଲ ସମୁଖ ରାସ୍ତା ପାର୍ଶରେ ଶୁକ୍ରବାର ଏକ ବର୍ଗର ଦୋକାନର ଶୁଭାରମ୍ଭ ହୋଇଛି। ଡି ବର୍ଗର ହାଉସ ନାମରେ ଉଡ଼ଘାଟିତ ଏହି ଦୋକାନ ଶୁଭାରମ୍ଭ ଅବସରରେ ଅତିଥିରୁପେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ,ରାଜ୍ୟ ବିଜେଡ଼ି ସମ୍ପାଦକ ସୁବଶ ମହାରଣା ,ପୁର୍ବତନ କାର୍ପରେଟର ଟି ତ୍ରିପତି ପାତ୍ର , ଓ ଏସ ଏମଆଇଟି ସଭାପତି ଡକ୍ଟର ଭଗବାନ ଗାନ୍ତୟତ ପ୍ରମୁଖ ଯୋଗ ଦେଇଥିଲେ । ବର୍ଗର ହାଉସର ମୁଖ୍ୟ ପରିଚାଳିକା ରୋଜାଳିନି ସାହୁ ,କୈଳାସ ଚନ୍ଦ୍ର ବେହେରା , ରଂକନିଧି ସାହୁ ,ରାମନାରାୟନ ବେହେରା ,ସୁଦୀପ ବେହେରା ,ସଂତୋସ ସାହୁ ଓ ପି ନାରାୟଣ ପୃଷ୍ଟିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।ଏଠାରେ ଅନଲାଇନ ବ୍ୟବସ୍ଥା ସହ କାଉଣ୍ଟର ସର୍ଵସର ବ୍ୟବସ୍ଥା ମଧ୍ୟ ରହିଛି।

related posts

Leave a Comment