Home Breaking News କେନାଲ ହୁଡ଼ା ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ

କେନାଲ ହୁଡ଼ା ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ

by Times One Odia
Share with
     
 
 
   

ଧର୍ମଗଡ଼(ରମେଶ ଚନ୍ଦ୍ର ଗୋପାଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ବୋଡ଼େନ ଦାବ୍ରି ପଦର୍ କେନାଲ ହୁଡ଼ା ତଳୁ ଏକ ମୃତ ଦେହ ଠାବ ହୋଇଛି ,ମୃତ ଯୁବକ ଙ୍କ ଗଲା କଟା ଯାଇଥିବାରୁ ହତ୍ୟା ସନ୍ଦେହ କରା ଯାଉଛି ।ମୃତ ଯୁବକ ଙ୍କ ମୋଟର ସାଇକଲ କେନାଲ ରାସ୍ତା ରେ ଠିଆ ଥିବା ବେଳେ କେନାଲ ହୁଡ଼ା ତଳେ ମୃତ ଦେହ ପଡ଼ିରହିଛି ।କେହି ଦୁବୃର୍ତ୍ତ ଗଲା କାଟି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ ।
ଘଟଣା ସ୍ଥଳରେ ଧର୍ମଗଡ଼ ପୋଲିସ ଓ ସାଇଁଟିଫିକ୍ ଟିମ୍ ପହଂଚି ତଦନ୍ତ ଜାରି ରଖିଛନ୍ତି , ମୃତ ଯୁବକ ଜଣକ ଘୁମର୍ ଗ୍ରାମ ର ନୀଳ ନିଧି ସୁନା ନି ବୟସ 29 ବର୍ଷ ବୋଲି ଜଣା ପଡିଛି ।

related posts

Leave a Comment