Home Breaking News / ତାଜା ଖବର ଖୁବଶୀଘ୍ର ଆମେରିକାରେ ଫାଇଜର ଟିକାକୁ ମିଳିବ ଅନୁମତି

ଖୁବଶୀଘ୍ର ଆମେରିକାରେ ଫାଇଜର ଟିକାକୁ ମିଳିବ ଅନୁମତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କରୋନା ମୁକାବିଲା ପାଇଁ ବ୍ରିଟେନରେ ବ୍ୟବହାର ହୋଇଥିବା ଫାଇଜର ଆଣ୍ଡ ବାୟୋଟେକ୍ ର ଭାକସିନ୍ ନେଇ ବିଚାର କରୁଛି ଆମେରିକା । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ ଫାଇଜର ଟିକା ଉପରେ ଅନୁଧ୍ୟାନ କରିଛି । ଅନୁସନ୍ଧାନରେ ଏହି ଟିକାକୁ ନେଇ ସୁଫଳ ମିଳିଥିବା ରିପୋର୍ଟ ଆସିଛି । ତେଣୁ ଖୁବ୍ ଶୀଘ୍ର ଆମେରିକାରେ କରୋନା ମୁକାବିଲା ନେଇ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିପାରେ । ଗତକାଲି ବ୍ରିଟେନରେ ଜଣେ ୯୦ ବର୍ଷୀୟ ବୃଦ୍ଧାଙ୍କ ଠାରେ ଫାଇଜର ଟିକା ପ୍ରଥମ କରି ଦିଆଯାଇଥିଲା ।

related posts

Leave a Comment