Home Breaking News / ତାଜା ଖବର ରାଇକିଆ ବ୍ଲକ୍ ଯୁବ ସଭାପତିଙ୍କୁ ସମ୍ବର୍ଦ୍ଧନା

ରାଇକିଆ ବ୍ଲକ୍ ଯୁବ ସଭାପତିଙ୍କୁ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଯୁବ ସଭାପତି ଭାବେ ସୁଧାଂଶୁ ପାଣିଗ୍ରାହୀଙ୍କୁ ବିଜେଡି ପକ୍ଷରୁ ମନୋନୀତ କରା ଯାଇଛି । ଏନେଇ ରାଇକିଆ ବ୍ଲକ୍ ତଥା ବେରେ ଡାକିଆ ପଞ୍ଚାୟତ ଯୁବଗୋଷ୍ଠୀ ତରଫରୁ ସମୋବାର ଶ୍ରୀ ପାଣିଗ୍ରାହୀଙ୍କୁ ସ୍ବାଗତ ସହ ସମ୍ବନ୍ଧନା କରାଯାଇଛି। ବ୍ଲକ୍ ଯୁବ ସଭାପତି ଚୟନ ନିମନ୍ତେ ଶ୍ରୀ ପାଣିଗ୍ରାହୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟ ନାୟକ, ସାଂସଦ ଡଃ ଅଚୂତ ସାମନ୍ତ, ବିଧାୟକ ସାଲୁଗା ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସ୍ବାଗତ ସମ୍ବର୍ଦ୍ଧନାରେ ବ୍ଲକ୍ ର ଜିଲ୍ଲା ପରିଷଦ ଆର୍ ମୃତ୍ୟୁଞ୍ଜୟ ପାତ୍ର,ସୁରତ କୁମାର ନାୟକ,ସୁରଜ ଦିଗାଳ,ରାଜମହୋନ ଦିଗଳ, ମହମ୍ମଦ ଗାନି ଉପସ୍ଥିତ ଥିଲେ।

related posts

Leave a Comment